ପ୍ରିୟା

 

                                    ପ୍ରିୟା

      "ତୁମେ ମୋତେ ଯେଉଁଠାରେ ଛାଡିଗଲ, ମୁଁ ଏବେ ବି ସେଠାରେ ଠିଆ ହୋଇଛି; ହୁଏତ ସେଥିପାଇଁ, 'ବନ୍ଧୁ' ବଦଳରେ ମୁଁ ତାକୁ “ ପ୍ରିୟା " ନାମ ଦେଇଛି।

ପ୍ରିୟା, ପ୍ରିୟା, ପ୍ରିୟା....."

                                     


 ନିରେଖ୍ ତାକୁ ଦେଖୁଲି। ଜ।ଣେନା ସେ କିଏ କିନ୍ତୁ ମନେ ହେଲା ଯେମିତି ତା ସହିତ ମୋର ଯୁଗ ଯୁଗର ସଂମର୍କ ଅଛି। ସେ ଏକ ନୀଳକଣ୍ଠ ମୟୂରୀ ପରି ମୋ ଆଖ୍ ଆଗରୁ ଉଡ଼ିଗଲା I ମୋ ମନ ଗହୀର ରେ ଲୁଚିଥୂବା ଆଦେଖା ଏକ ଭଲ ପାଇବା ଯାହାକୁ ମୁଁ ଏତେ ଦିନ ଧରି ଖୁଜୁଥୂଲି ଜାଣେନା ସେ ବି ମୋତେ ଠିକ ସେମିତି ଖୁଝୁଚି କି ନାହିଁ।

Comments

Popular posts from this blog

MODERN INDIAN HISTORY

THE DAIRY OF A YOUNG GIRL,ANNE FRANK,GERMANY (WORLD WAR 2)

Red Cross