ସାବିତ୍ରୀ ଓ ସତ୍ୟବାନଙ୍କ କାହାଣୀ

 

                                                               ସାବିତ୍ରୀ ସତ୍ୟବାନଙ୍କ କାହାଣୀ

 

. ସାବିତ୍ରୀଙ୍କ ଜନ୍ମ ବିବାହ

        ମଦ୍ର ଦେଶର ଧାର୍ମିକ ରାଜା ଅଶ୍ବପତିଙ୍କର କୌଣସି ସନ୍ଧାନ ନଥିଲେ ସେ ସନ୍ଧାନ ପ୍ରାପ୍ତି ପାଇଁ ଗାୟତ୍ରୀ (ସାବିତ୍ରୀ) ଦେବୀଙ୍କର କଠୋର ତପସ୍ୟା କଲେ। ଦେବୀ ପ୍ରସନ୍ନ ହୋଇ ତାଙ୍କୁ ଏକ କନ୍ୟା ସନ୍ତାନ ବରଦାନ ଦେଲେ। ଦେବୀଙ୍କ କୃପାରୁ ଜନ୍ମ ହୋଇଥିବାରୁ କନ୍ୟାର ନାମ ସାବିତ୍ରୀ ରଖାଗଲା।

     ସାବିତ୍ରୀ ଯେତେବେଳେ ବଡ଼ ହେଲେ, ସେ ନିଜ ପାଇଁ ଯୋଗ୍ୟ ବର ଖୋଜିବାକୁ ବାହାରିଲେ। ସେ ଜଙ୍ଗଲରେ ଶାଲ୍ଵ ଦେଶର ଅନ୍ଧ ରାଜା ଦ୍ୟୁମତ୍ସ୍ୟନଙ୍କ ପୁତ୍ର ସତ୍ୟବାନଙ୍କୁ ଭେଟିଲେ I ଦ୍ୟୁମତ୍ସନ ଶତ୍ରୁଙ୍କ ଦ୍ବାରା ପରାଜିତ ହୋଇ ରାଜ୍ୟ ହରାଇ ସପରିବାର ବନବାସ କରୁଥିଲେ ସତ୍ୟବାନଙ୍କ ଗୁଣ ସରଳତାରେ ମୁଗ୍ଧ ହୋଇ ସାବିତ୍ରୀ ତାଙ୍କୁ ହିଁ ନିଜର ସ୍ବାମୀ ଭାବେ ଗ୍ରହଣ କରିବାକୁ ସ୍ଥିର କଲେ।

  . ନାରଦଙ୍କ ଭବିଷ୍ୟବାଣୀ

       ସାବିତ୍ରୀ ଫେରିବା ପରେ ଦେବର୍ଷି ନାରଦ ରାଜା ଅଶ୍ବପତିଙ୍କ ପ୍ରାସାଦରେ ଉପସ୍ଥିତ ଥିଲେ। ଯେତେବେଳେ ସାବିତ୍ରୀ ସତ୍ୟବାନଙ୍କୁ ବିବାହ କରିବା କଥା କହିଲେ, ନାରଦ ଚିନ୍ତିତ ହୋଇପଡ଼ିଲେ। ସେ ଭବିଷ୍ୟବାଣୀ କଲେ ଯେ: "ସତ୍ୟବାନ ସର୍ବଗୁଣ ସମ୍ପନ୍ନ ଏବଂ ଯୋଗ୍ୟ, କିନ୍ତୁ ତାଙ୍କର ଆୟୁଷ ବହୁତ କମ୍। ବିବାହର ଠିକ୍ ବର୍ଷକ ପରେ, ଆଜିଠାରୁ ଠିକ୍ ବର୍ଷେ ପୂରିଲେ ସତ୍ୟ ସତ୍ୟବାନଙ୍କର ମୃତ୍ୟୁ ହୋଇଯିବ।"

           ରାଜା ଅଶ୍ବପତି ଏହା ଶୁଣି ସାବିତ୍ରୀଙ୍କୁ ଅନ୍ୟ କାହାକୁ ବିବାହ କରିବାକୁ ଅନୁରୋଧ କଲେ, କିନ୍ତୁ ସାବିତ୍ରୀ ନିଜ ନିଷ୍ପତ୍ତାରେ ଅଟଳ ରହିଲେ। ସେ କହିଲେ, "ଜଣେ ଭାରତୀୟ ନାରୀ ମନେ ମନେ କେବଳ ଜଣକୁ ହିଁ ସ୍ବାମୀ ରୂପେ ବରଣ କରିପାରେ।" ଶେଷରେ ଧୁମ ଧୁମଧାମରେ ସାବିତ୍ରୀ ସତ୍ୟବାନ ବାନଙ୍କ ବିବାହ ହେଲା ଏବଂ ସାବିତ୍ରୀ ରାଜପ୍ରାସାଦ ଛାଡ଼ି ଛାଡ଼ି ଜଙ୍ଗଲରେ ଶାଶୁ-ଶ୍ବଶୁର ) ସ୍ବାମୀଙ୍କ ସେବାରେ ଦିନ କାଟିଲେ।

. ସେହି କାଳରାତ୍ରି ସାବିତ୍ରୀଙ୍କ କଠୋର ବ୍ରତ

      ସମୟ ବିତିବା ସହ ସତ୍ଯବାନ ନଙ୍କ ମୃତ୍ୟୁ ଦିନ ପାଖେ ପାଖେଇ ଆସିଲା ମୃତ୍ୟୁର ତିନି ଦିନ ପୂର୍ବରୁ ସାବିତ୍ରୀ 'ତ୍ରିରାତ୍ର ବ୍ରତ' (ତିନି ଦିନ କାଳ ନିରାହାର ରହିବା) ଆରମ୍ଭ କଲେ। ଜ୍ୟେଷ୍ଠ ଅମାବାସ୍ୟା ଦିନ ହିଁ ସତ୍ୟବାନଙ୍କର ମୃତ୍ୟୁ ନିế ନିଶ୍ଚିତ ଥୂଲା I ସେଦିନ ସତ୍ୟବାନ କାଠ ସଂଗ୍ରହ ଫଳମୂଳ ଆଣିବା ପାଇଁ ହଁ ଜଙ୍ଗଲକୁ ବାହାରିଲେ। ସାବିତ୍ରୀ ମଧ୍ୟ ଶାଶୁ-ଶ୍ବଶୁରଙ୍କ ଅନୁମତି ନେଇ ତାଙ୍କ ସହ ଜଙ୍ଗଲକୁ ଗଲେ। ଜଙ୍ଗଲରେ କାଠ କାଟୁ ହଠାତ୍ ସତ୍ୟବାନଙ୍କ ମୁଣ୍ଡ ବୁଲାଇଲା ଏବଂ ସେ ଅସୁସ୍ଥ ଅନୁଭବ କଲେ। କାଟୁ

ସାବିତ୍ରୀ ସତ୍ୟବାନଙ୍କ ମୁଣ୍ଡକୁ ନିଜ କୋଳରେ ରଖ୍ ଏକ ବଟବୃକ୍ଷ (ବରଗଛ) ମୂଳେ ବସିପଡ଼ିଲେ।

. ଯମରାଜଙ୍କ ଆଗମନ ସାବିତ୍ରୀଙ୍କ ଯୁକ୍ତି

  ସେହି ସମୟରେ ସାକ୍ଷାତ ମୃତ୍ୟୁର ଦେବତା ସତ୍ଯବାନ ଲାଗି ଯମରାଜ ସେଠା ରେ ପହଞ୍ଚିଲେ ସେ ବାନଙ୍କ ଶରୀରରୁ ପ୍ରାଣବାୟୁ (ଜୀବ) ନେ ନେଇ ଦକ୍ଷିଣ ଦିଗକୁ ଗକୁ ଗତି କରିବାକୁ ଗିଲେ ସାବିତ୍ରୀ ମଧ୍ୟ ସ୍ବାମୀଙ୍କ ପ୍ରାଣ ଫେରାଇ ଆଣିବା ପାଇଁ ଯମରାଜଙ୍କ ପଛେ ପଛେ ଚାଲିଲେ।

  ଯମରାଜ ତାଙ୍କୁ ଫେରିଯିବାକୁ ବହୁତ ବୁଝାଇଲେ ଏବଂ କହିଲେ ଯେ ମୃତ୍ୟୁ ହେଉଛି ସଂସାରର ) ନିୟମ। କିନ୍ତୁ ସାବିତ୍ରୀ ନିଜ ପତିବ୍ରତା ଧର୍ମ, ଜ୍ଞାନ ମଧୁର ବାଣୀ ଦ୍ବାରା ଯମରାଜଙ୍କୁ ଏପରି ସ୍ତୁତି କଲେ ଯେ ଯମରାଜ ପ୍ରସନ୍ନ ହୋଇଗଲେ।

 5 . ତିନୋଟି ବରଦାନ

  ଯମରାଜ ସାବିତ୍ରୀଙ୍କୁ କହିଲେ, "ତୁମ ସ୍ବାମୀଙ୍କ ପ୍ରାଣ ବ୍ୟତୀତ ତୁମେ ଯେକୌଣସି ତିନୋଟି ବର ମାଗିପାର।" ସାବିତ୍ରୀ ଚତୁରତାର ସହ ନିମ୍ନୋକ୍ତ ବର ଗୁଡ଼ିକ ମାଗିଲେ:

ପ୍ରଥମ ବର: ତାଙ୍କର ଅନ୍ଧ ଶାଶୁ-ଶ୍ବଶୁରଙ୍କ ଆଖୂର ଜ୍ୟୋତି ଫେରିଆସୁ।

ଦ୍ବିତୀୟ ବର: ତାଙ୍କ ଶ୍ବଶୁରଙ୍କ ହରାଇଥିବା ସମସ୍ତ ରାଜ୍ୟ ବୈଭବ ସେ ଫେରିପାଆନ୍ତୁ।

ତୃତୀୟ ତୀୟ ବର: ସାବିତ୍ରୀ ନିଜ ପାଇଁ ଶହେ ପୁତ୍ରର ମାତା ହେବାର ସୌଭାଗ୍ୟ ମାଗିଲେ।

ଯମରାଜ ରାଜ 'ତଥାସ୍ତୁ' (ସେପରି ହେଉ) କହି ବରଦାନ ଦେଇଦେଲେ। କିନ୍ତୁ ବର ଦେବା ପରେ ରେ ଯମରାଜ ନିଜ ଭୁଲ୍ ବୁଝିପାରିଲେ। ସାବିତ୍ରୀ ହେଉଛନ୍ତି ପତିବ୍ରତା ନାରୀ, ସ୍ବାମୀ ସତ୍ୟବାନଙ୍କ ବିନା ସେ ଅନ୍ୟ କାହା ଦ୍ବାରା ପୁତ୍ରବତୀ ହୋଇପାରିବେ ନାହିଁ। ତଣୁ ଯମରାଜ ବାଧ୍ଯ ହୋଇ ସତ୍ୟବାନଙ୍କ ପ୍ରାଣ ଫେରାଇଦେଲେ।

. ସତ୍ୟବାନ ବାନଙ୍କ ପୁନର୍ଜୀବନ

    ସାବିତ୍ରୀ ତ୍ରୀ ଫେରିଆସି ଦେଖୁଲେ ସତ୍ୟବାନ ନିଦରୁ ଉଠିଲା ଭଳି ଜୀବିତ ହୋଇ ଉଠୁଛନ୍ତି ଛନ୍ତି ସେପଟେ ତାଙ୍କ ଶାଶୁ-ଶ୍ୱଶୁରଙ୍କ ଆଖୂର ଜ୍ୟୋତି ଫେରିଆସିଥ୍ଲା ଏବଂ ସେମାନେ ) ନିଜ ରାଜ୍ୟ ମଧ୍ଯ ଫେରିପାଇଥିଲେ।

ଓଡ଼ିଶାରେ ସାବିତ୍ରୀ ବ୍ରତର ପାଳନ ବିଧୂ

ଏହି  ପୌରାଣିକ ସ୍ମୃତିକୁ ମନେ ପକାଇ ଓଡ଼ିଶାର ସମସ୍ତ ବିବାହିତ ମହିଳାମାନେ ଏହି ବ୍ରତ ପାଳନ କରନ୍ତି

ପ୍ରସ୍ତୁତି: ଏହି ` ଦିନ ମହିଳାମାନେ ସକାଳୁ ସ୍ନାନ ସାରି ନୂଆ ଶାଢ଼ୀ, ଶଙ୍ଖା ଏବଂ ସିନ୍ଦୂର Iଜେଇ ହୁଅନ୍ତି। ପିନ୍ଧି ସଜେ

ପୂଜା ସାମଗ୍ରୀ: ଏହି ପୂଜାରେ ବିଶେଷ କରି ଶିଳପୁଆକୁ ସାବିତ୍ରୀଙ୍କ ରୂପରେ ପୂଜା କରାଯାଏ। ପୂଜାରେ ବ୍ରତ (ନାଲି ସୂତା), ସିନ୍ଦୂର, କଜଳ ଏବଂ ବିଭିନ୍ନ ପ୍ରକାରର ଋତୁକାଳୀ କାଳୀନ ଫଳ (ଯେପରିକି ଆମ୍ବ, ପଣସ, କଦଳୀ, ଲିଚୁ, ତାଳସଜ) ଅର୍ପଣ ରାଯାଏ।


Comments

Popular posts from this blog

MODERN INDIAN HISTORY

Red Cross

THE DAIRY OF A YOUNG GIRL,ANNE FRANK,GERMANY (WORLD WAR 2)